ହଷ୍ଟେଲ ବାଥରୁମରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ଭଦ୍ରକ : ମେସ(ହଷ୍ଟେଲ) (RNI) ବାଥରୁମରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଭଦ୍ରକ କଲେଜ୍ ନିକଟ ଏକ ହଷ୍ଟେଲରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ। ମୃତକ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ। ତେବେ ମୃତ୍ୟୁର କାରଣ ଅସସ୍ପଷ୍ଟ ଥିବା ବେଳେ ପୋଲିସ ପଞ୍ଚଛି ତଦନ୍ତ ଆରମ୍ଭ କରିଛି |
Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6X
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0

