ଶସସ୍ତ୍ର ଡକାୟତି, ମହିଳାଙ୍କ ମୁହଁରେ କଳାପଟି ବାନ୍ଧି ବୁଲାଇଲେ କଳାକନା

Aug 12, 2025 - 23:07
Aug 12, 2025 - 23:07
 0  6.2k

ବାସୁଦେବପୁର (RNI) ଆଜି ବାସୁଦେବପୁର ଥାନା ଅଧୂନ ପଢୁଆଁ ପଞ୍ଚାୟତରେ ଶସସ୍ତ୍ର ଡକାୟତି ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୄଷ୍ଟି କରିଛି । ଡକାୟତି ସଂନ୍ଧ୍ୟା ସାତଟା ତିରିଶ ମିନିଟ ସମୟରେ  ଡକାୟତ ଗ୍ୟାଙ୍ଗ ମହିଳାଙ୍କ ମୁହଁରେ କଳାପଟି ବାନ୍ଧି ବୁଲାଇଲେ କଳାକନା ବୁଲାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଏମିତି ଘଟଣା ପଢୁଆଁ ବଜାର ର ପୁର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଘରେ ବୋଲି ଜାଣିବାକୁ ମିଳିଛି ।ଡକାୟତି ପରେ ପିଡୀତାଙ୍କ ଫୋନ କଲ ଆଧାରରେ ଘଟଣା ସ୍ଥଳରେ ଅନନ୍ତପୁର ଥାନା ପୋଲିସ ଓ ବାସୁଦେବପୁର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Follow RNI News Channel on WhatsApp: https://whatsapp.om/channel/0029VaBPp7rK5cD6X

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0