ସରପଞ୍ଚଙ୍କ ଗୁଣ୍ବାଗିରିକୁ ଆତଙ୍କିତ ଗ୍ରାମବାସୀ

Monday, June 9, 2025 - 22:17
Updated: 1 year ago
0

ବାସୁଦେବପୁର,୯/୬ : ବାସୁଦେବପୁର ଥାନା ଅଧିନ ଆର୍ତ୍ତୁଂ ଗ୍ରାମରେ ସରପଞ୍ଚଙ୍କ ଗୁଣ୍ବାଗିରିକୁ ନେଗ ଆତଙ୍କିତ ଗ୍ରାମବାସୀ  ।  ଆର୍ତ୍ତୁଂ କଂଗ୍ରେସ ସମର୍ଥିତ ସରପଞ୍ଚଙ୍କ ଗୁଣ୍ଡାଗିରିରେ ଅତିଷ୍ଠ  ହୋଇ ତ୍ରାହି ତ୍ରାହି ଡାକିଲେଣି ।  ଶେଷରେ ସହିବାର ସମସ୍ତ ସୀମାକୁ ଅତିକ୍ରମ କରିବା , ବିଡିଓଙ୍କୁ ଲୋକଲଗାଇ ଗାଳି କରିବା ପରେ,ବିରୋଧ କଲେ ଗ୍ରାମବାସୀ । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ ପ୍ରଘଟ ହେବାରେ ଲାଗିଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User