ସରପଞ୍ଚଙ୍କ ଗୁଣ୍ବାଗିରିକୁ ଆତଙ୍କିତ ଗ୍ରାମବାସୀ
ବାସୁଦେବପୁର,୯/୬ : ବାସୁଦେବପୁର ଥାନା ଅଧିନ ଆର୍ତ୍ତୁଂ ଗ୍ରାମରେ ସରପଞ୍ଚଙ୍କ ଗୁଣ୍ବାଗିରିକୁ ନେଗ ଆତଙ୍କିତ ଗ୍ରାମବାସୀ । ଆର୍ତ୍ତୁଂ କଂଗ୍ରେସ ସମର୍ଥିତ ସରପଞ୍ଚଙ୍କ ଗୁଣ୍ଡାଗିରିରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକିଲେଣି । ଶେଷରେ ସହିବାର ସମସ୍ତ ସୀମାକୁ ଅତିକ୍ରମ କରିବା , ବିଡିଓଙ୍କୁ ଲୋକଲଗାଇ ଗାଳି କରିବା ପରେ,ବିରୋଧ କଲେ ଗ୍ରାମବାସୀ । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ ପ୍ରଘଟ ହେବାରେ ଲାଗିଛି ।
What's Your Reaction?






