ବିଜେଡିରେ ମିଶିଲେ ତୃଣମୂଳ କଂଗ୍ରେସର ଭଦ୍ରକ ଜିଲ୍ଲା ସଭାପତି

Saturday, May 25, 2024 - 12:14
Updated: 2 years ago
0

ଭଦ୍ରକ (RNI) ଆଜି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାରତରାୟଙ୍କ ବାସ ଉବନରେ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୃଣମୂଳ କଂଗ୍ରେସର ଭଦ୍ରକ ଜିଲ୍ଲା ସଭାପତି ତଥା ଗତଥରର ବିଧାୟକ ପ୍ରାର୍ଥୀ ନାଥ ବୈରାଗୀ ଦାସ ବେହେରା ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ  ବିଜେଡିରେ ସାମିଲ ହୋଇଛନ୍ତି ।

Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB2

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User