ଜଳିଗଲା 108 ଆମ୍ବୁଲାନ୍ସ, ଅଳ୍ପକେ ବର୍ତିଲେ ଆହତ ଯୁବକ ଏବଂ କର୍ମଚାରୀ

Sunday, June 9, 2024 - 13:50
Updated: 2 years ago
0

ବାସୁଦେବପୁର (RNI) : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଦିନସ୍ଥ ବେତଡା ବଜାର ପେଟ୍ରୋଲ ଟାଙ୍କି  ନିକଟରେ ଏକ ଦୁର୍ଘଟଣା ଘଟି ବସନ୍ତ ସାହୁ ନାମକ ଯୁବକ ଗୁରୁତର ହେବାରୁ ସ୍ଥାନୀୟ ଲୋକେ 108କୁ ଫୋନ କରି ଡାକିଥିଲେ ଆମ୍ବୁଲାନ୍ସ ଯାଇ ଗୁରୁତର ଯୁବକକୁ ଉଦ୍ଧାର କରି ଆମ୍ବୁଲାନ୍ସ ଭିତରକୁ ଉଠାଇ ଆକ୍ସିଯାନ ଲଗାଇବାବେଳରେ ହଟାତ ଆମ୍ବୁଲାନ୍ସ ରେ ନିଆଁ ଲାଗିଯାଇଥିଲା । ବୁଧି ଖଟାଇ ପେସେଣ୍ଟ କୁ ତଳକୁ ଓଲ୍ଲାଇ ଆଣିଥିଲେ । ଅତି କାମ ସମୟ ଭିତରେ ଆମ୍ବୁଲାନ୍ସ ଟି ସମ୍ପୂର୍ଣ ଯଲିଯାଇଥିଲା। ତାପରେ ଦମକଳ ଆସି ନିଆକୁ ଆୟତ କରିଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User