ପ୍ରବଚନ ଦେଉଥିବା ସମୟରେ ପ୍ରବଚକଙ୍କ ମୄତ୍ୟୁ

Tuesday, April 1, 2025 - 19:36
Updated: 1 year ago
0
ପ୍ରବଚନ ଦେଉଥିବା ସମୟରେ ପ୍ରବଚକଙ୍କ ମୄତ୍ୟୁ

ବାସୁଦେବପୁର,୧/୪ : ମୄତ୍ୟୁ କେବେ, କେମିତି ଆସିବ ତାହା କାହାକୁ ବି ଜଣାନଥାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ସାହାଡା ପଞ୍ଚାୟତରେ । ପ୍ରବଚନ ଦେଉଥିବା ସମୟରେ ଉଡି ଯାଇଥିଲା ପ୍ରାଣବାୟୁ ।ମୃତ ପ୍ରବଚକ ହେଉଛନ୍ତି ବାସୁଦେବପୁର ବ୍ଲକ ଆଢୁଆଁ ପଞ୍ଚାୟତ ଧାତାପୁର ଗ୍ରାମର ଅଧ୍ୟାପକ ଗୋପାଳ ପ୍ରସାଦ ବେଜ ବୋଲି ଜଣାପଡିଛି । । ସେ ରାମ ଚରିତ ମାନସ ପ୍ରବଚକ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ। ମର ଶରୀର ନିଜ ପୈତୃକ ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ବିଧାୟକ ଅଶୋକ ଦାସ,ଯୁବନେତା ଉଦୟନାରାୟଣ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅନ୍ତିମ ଦର୍ଶନ କରିବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User