ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତ ଙ୍କ ମୃତଦେହ ନାଳରୁ ଉଦ୍ଧାର

ଲକ୍ଷ୍ମୀ କାନ୍ତ ନାଥ |

Wednesday, November 13, 2024 - 10:41
Updated: 2 years ago
0
ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତ ଙ୍କ ମୃତଦେହ ନାଳରୁ ଉଦ୍ଧାର

ଭଦ୍ରକ,୧୩/୧୧ ( RNI) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବନ୍ଧଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ ମୃତଦେହ ଏକ ନାଳରୁ ଉଦ୍ଧାର ହୋଇଛି। ତାଙ୍କୁ  କେହି ହତ୍ୟା କରିଥିବାକୁ ନେଇ  ସନ୍ଦେହ କରାଯାଉଛି।   ଆମ୍ୱରୋଲି ସମବାୟ ସମିତିର ସଭାପତି ମଧ୍ଯ ଅଛନ୍ତି। ଗାଁ ରେ ଏକ ଅଷ୍ଟପ୍ରହରୀକୁ ଯାଇ ଘରକୁ ଫେରିନଥିଲେ। ସକାଳୁ ଘର ଠାରୁ କିଛି ଦୂରରେ ଥିବା ଏକ ନାଳ ରେ ରକ୍ତ ଜୁଡୁବୁଡୁ ମୃତ ଦେହ ପଡ଼ି ରହି ଥିବା ଦେଖିବାକୁ ମିଳିଥିଲା।   ତେବେ ସୂଚନାପାଇ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Follow          RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
RNI News

Reportage News International (RNI) is India's growing news website which is an digital platform to news, ideas and content based article. Destination where you can catch latest happenings from all over the globe Enhancing the strength of journalism independent and unbiased.

Comments (0)

User