ଶସସ୍ତ୍ର ଡକାୟତି, ମହିଳାଙ୍କ ମୁହଁରେ କଳାପଟି ବାନ୍ଧି ବୁଲାଇଲେ କଳାକନା
ବାସୁଦେବପୁର (RNI) ଆଜି ବାସୁଦେବପୁର ଥାନା ଅଧୂନ ପଢୁଆଁ ପଞ୍ଚାୟତରେ ଶସସ୍ତ୍ର ଡକାୟତି ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୄଷ୍ଟି କରିଛି । ଡକାୟତି ସଂନ୍ଧ୍ୟା ସାତଟା ତିରିଶ ମିନିଟ ସମୟରେ ଡକାୟତ ଗ୍ୟାଙ୍ଗ ମହିଳାଙ୍କ ମୁହଁରେ କଳାପଟି ବାନ୍ଧି ବୁଲାଇଲେ କଳାକନା ବୁଲାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଏମିତି ଘଟଣା ପଢୁଆଁ ବଜାର ର ପୁର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଘରେ ବୋଲି ଜାଣିବାକୁ ମିଳିଛି ।ଡକାୟତି ପରେ ପିଡୀତାଙ୍କ ଫୋନ କଲ ଆଧାରରେ ଘଟଣା ସ୍ଥଳରେ ଅନନ୍ତପୁର ଥାନା ପୋଲିସ ଓ ବାସୁଦେବପୁର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
Follow RNI News Channel on WhatsApp: https://whatsapp.om/channel/0029VaBPp7rK5cD6X
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0



